ରାଜଧାନୀରେ ସେକ୍ସ ରାକେଟ୍ : ୨ ଗ୍ରାହକଙ୍କ ସହ ମାଲିକାଣୀଙ୍କ ଝିଅ ଗିରଫ

ଭୁବନେଶ୍ୱର : ସାଇଶ୍ରୀ ଏନ୍‌କ୍ଲେଭ୍‌ର ଏକ ଫ୍ଲାଟ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ରାକେଟ୍‌ ଚଳାଉଥିଲେ ଘର ମାଲିକଙ୍କ ଝିଅ। ଦେହଜୀବୀ ବାହାରୁ ଆସୁଥିଲେ। ଫୋନ୍‌ରେ ଯୋଗାଡ଼ ହେଉଥିଲେ ଗ୍ରାହକ। ଦର ଛିଣ୍ଡିବା ପରେ ଗ୍ରାହକ ପହଞ୍ଚୁଥିଲେ ଫ୍ଲାଟ୍‌ରେ। ଗ୍ରାହକଙ୍କ ଠାରୁ ଆସୁଥିବା ଅର୍ଥରୁ ୩୫ ପ୍ରତିଶତ ନେଉଥିଲେ ମାଲିକାଣୀ। ଦୀର୍ଘ ଦିନ ଧରି ଅନାୟାସରେ ଚାଲିଥିଲା ଏହି ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ଚଢ଼ଉ … Continue reading ରାଜଧାନୀରେ ସେକ୍ସ ରାକେଟ୍ : ୨ ଗ୍ରାହକଙ୍କ ସହ ମାଲିକାଣୀଙ୍କ ଝିଅ ଗିରଫ